spot_img

Latest Posts

କଟକ : ବାଦାମବାଡ଼ି ଛକରେ ହେବ ଓଭରବ୍ରିଜ୍ । ଏହା ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ ଆରମ୍ଭ ହୋଇ ଜୟଶ୍ରୀ ସିନେମା ହଲ ନିକଟରେ ସରିବ । ଆଜି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଓ ଈଂଜିନିୟର୍ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l

Latest Posts

Don't Miss