କୋରାପୁଟ ମେଡିକାଲରେ ପଡ଼ିରହିଲା ଶବ। ବୈପାରିଗୁଡ଼ା ବ୍ଲକ୍ ଦଣ୍ଡାବାଡ଼ି ପଞ୍ଚାୟତ ପଣସପୁଟ ଗାଁର ଜଣେ କ୍ୟାନସର ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଶବବାହକ ଗାଡ଼ି ନଥିବାରୁ ଦୀର୍ଘ ସମୟ ଧରି ବେଡରେ ଶବ ପଡ଼ିରହିଥିବା ଅଭିଯୋଗ ।ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ସ୍ୱେଛାସେବୀ।