spot_img

Latest Posts

ଢେଙ୍କାନାଳ: ବାରହା ମାଂସ ଜବତ, ୪ ଜଣ ଗିରଫ । ମହାବିରୋଡ଼ ରେଞ୍ଜ ଆମ୍ବପଳାଶ ନିକଟ କ୍ଷେତ୍ରା ଜଙ୍ଗଲରୁ ଜବତ କଲା ବନ ବିଭାଗ । ଗତ ୮ ତାରିଖରେ ବାରହା ଶିକାର ପାଇଁ ଜଙ୍ଗଲରେ ବମ୍ ଖଞ୍ଜିଥିଲେ ଦୁର୍ବୃତ୍ତ ।

Latest Posts

Don't Miss