spot_img

Latest Posts

ବାଲିଗୁଡ଼ା: ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା ଘଟଣା । ସନ୍ଦେହରେ ୪ ଭାଇ ବିଶ୍ୱନାଥ, ଗୋପାଳ, ରାମ ଓ ଶ୍ୟାମ ସୁନ୍ଦର ପାତ୍ରଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପ୍ଲେକ୍ସକୁ ନେଇ ପୂର୍ବ ଶତ୍ରୁତା ଥିବା ସୂଚନା ।

Latest Posts

Don't Miss