spot_img

Latest Posts

ବିଭିନ୍ନ ଏକଜିଟ୍ ପୋଲର ଆକଳନ ମହାରାଷ୍ଟ୍ର ଓ ହରିୟାଣାରେ ପୁଣି ଏନଡିଏ ସରକାର । ମହାରାଷ୍ଟ୍ରର ୨୮୮ ଆସନରୁ ବିଜେପି-ଶିବସେନା ମେଣ୍ଟ ୨୩୦, କଂଗ୍ରେସ-ଏନସିପି ୪୮ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ପାଇବା ଆକଳନ । ହରିୟାଣାର ୯୦ ଆସନରୁ ବିଜେପି ୭୧, କଂଗ୍ରେସ ୧୧ ଓ ଅନ୍ୟ ଦଳ ୮ଟି ଆସନ ପାଇବା ପୂର୍ବାନୁମାନ

')}

Latest Posts

Don't Miss