ଭୁବନେଶ୍ୱର : ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ୍-୧୯୫୬କୁ କଡ଼ାକଡ଼ି କଲେ ରାଜ୍ୟ ସରକାର। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ । ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସଚେତନ ଓ ଅଭିଯୋଗ ପାଇଁ http://odiaphalaka.odisha.gov.in ପୋର୍ଟାଲର ଲୋକାର୍ପଣ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।