spot_img

Latest Posts

ଭୁବନେଶ୍ୱର : ମୋ-ସରକାର ଅଧିନକୁ ଆସିଲା କୃଷି ବିଭାଗ । ଚାଷୀଙ୍କ ସମସ୍ୟା ଦୂର କରିବା ସହ ଆୟ ଦୁଇ ଗୁଣା ପାଇଁ ବ୍ୟବସ୍ଥା କରାଯିବ। ଅନେକ ଉନ୍ନୟନ ମୂଳକ ପଦକ୍ଷେପ ନେବେ ସରକାର। ଚାଷୀଙ୍କ ସହ ସମ୍ମାନର ସହିତ କଥା ହେବେ ସରକାରୀ ଅଧିକାରୀ । କମ୍ ସମୟ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ନେଇ ସଚିବ ସୌରଭ ଗର୍ଗଙ୍କ ସୂଚନା।

Latest Posts

Don't Miss