spot_img

Latest Posts

ଭୁବନେଶ୍ୱର : ୨୦୧୮ ମସିହା ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ। ଶ୍ରେଷ୍ଠ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ମିହିର ଦାସ, ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା । ଅକ୍ଷୟ ପରିଜାଙ୍କୁ ମୋହନ ସୁଦ୍ଦର ଦେବ ଗୋସ୍ୱାମୀ ସମ୍ମାନ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ।

Latest Posts

Don't Miss