spot_img

Latest Posts

ମହାକାଳପଡ଼ା: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କଳାଗଡ଼ା ନିକଟରେ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ୧୦ ଜଣ ଯାତ୍ରୀ ଗୁରୁତର ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା ଘରୋଇ ବସ୍ ‘ଓମ୍ ସାହିଲ’ ।

Latest Posts

Don't Miss