spot_img

Latest Posts

ଆନ୍ଧ୍ରପ୍ରଦେଶ : ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ପାଇଁ ଫାଶୀ ଦଣ୍ଡାଦେଶ ନେଇ ନୂଆ ଆଇନ୍ ଆଣିଲେ ଆନ୍ଧ୍ରପ୍ରଦେଶ ସରକାର। ବିଧାନସଭାରେ ପାସ୍ ହେଲା ଐତିହାସିକ ଆନ୍ଧ୍ରପ୍ରଦେଶ ଦିଶା ବିଲ୍-୨୦୧୯। ନୂଆ ଆଇନ୍ ଅନୁସାରେ ଦୁଷ୍କର୍ମକାରୀଙ୍କ ବିଚାର ୨୧ ଦିନରେ ଶେଷ କରି ଫାଶୀ ଦଣ୍ଡ ଦିଆଯିବ ।

Latest Posts

Don't Miss