spot_img

Latest Posts

ଆସିକା: ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ଗୁଳି କରି ଖସିଯାଉଥିବା ଅଭିଯୁକ୍ତ ଟିଙ୍ଗିରି ଦୋରାକୁ ଆସିକା ପୋଲିସର ଏନକାଉଣ୍ଟର । ବାମ ଗୋଡ଼ରେ ବାଜିଛି ଗୁଳି, ଏମକେସିଜିରେ ଭର୍ତ୍ତି । ମାଉଜର ଓ ବାଇକ୍ ଜବତ ।

Latest Posts

Don't Miss