spot_img

Latest Posts

କଟକ: ନରାଜରେ ପୋଲିସ-ଅପରାଧୀ ଗୁଳି ବିନିମୟ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବବଲୁ ଓରଫ ସଚ୍ଚିନ ପାୱାର ଗୁରୁତର । ଡାହାଣ ଗୋଡ଼ରେ ବାଜିଛି ଗୁଳି, ଏସସିବି ମେଡିକାଲରେ ଭର୍ତ୍ତି । ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ । ସଚ୍ଚିନ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା । ଗୁଳି ବିନିମୟ ବେଳେ ୩ ପୋଲିସ ଆହତ ।

Latest Posts

Don't Miss