spot_img

Latest Posts

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର । ଜିଲ୍ଲାର ଅଭିଯୋଗ ଶୁଣାଣିକୁ ତଦାରଖ କରିବା ପାଇଁ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ କଲ୍ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଟ୍ରୋଲ୍ ଫ୍ରି ନମ୍ବରରେ କଲ୍ କରିପାରିବେ ହିତାଧିକାରୀ ।

')}

Latest Posts

Don't Miss