ଜୟପୁର: କୋରାପୁଟରେ ପୋଲିସ ଡିଜି ଅଭୟ । ଏସପିଙ୍କ ଅଫିସରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ । ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି (ଆଇନ ଶୃଙ୍ଖଳା) ଡି.ଏସ୍ କୁଟ୍ଟେ, ଗୁଇନ୍ଦା ବିଭାଗ ଡିଆଇଜି ଆର.କେ. ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ସଫିନ ଅହମଦ ପ୍ରମୁଖ ଉପସ୍ଥିତ ।