spot_img

Latest Posts

ନବରଙ୍ଗପୁର : ଝରିଗାଁର ମଇନାପଦର ଗାଁରେ ଅଘଟଣ, ୨ ଶିଶୁ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ । ମକାବାଡ଼ରେ ଲାଗିଥିବା ନିଆଁରେ ପୋଡ଼ି ହୋଇଗଲେ, ମୃତ ୨ଶିଶୁ ହେଲେ ପବିତ୍ର ସାଆନ୍ତାଙ୍କ ୨ଝିଅ। ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ।

Latest Posts

Don't Miss