spot_img

Latest Posts

ନବରଙ୍ଗପୁର : ପାପଡ଼ାହାଣ୍ଡି ଥାନା ମୈଦଲପୁର ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ନାକଟିଗୁଡା ପଞ୍ଚାୟତ ଝାଡ଼କୁସୁମୀ ଗାଁର ରାମ ଭତ୍ରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଗୁରବାର ସନ୍ଧ୍ୟାରେ ରାମଙ୍କୁ କିଛି ସାଙ୍ଗ ଘରୁ ଡାକି ନେଇଥିଲେ । ଏହାପରେ ରାମ ଆଉ ଘରକୁ ଫେରି ନଥିଲେ ।

Latest Posts

Don't Miss