spot_img

Latest Posts

ପୁରୀ : ବଦଳିବ ସ୍ୱର୍ଗଦ୍ୱାରର ରୂପରେଖ ହେବ ନବକଳେବର। ଏଥିପାଇଁ ଆଜି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଭଙ୍ଗା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ଘୋଷଣା ମୁତାବକ ସ୍ୱର୍ଗଦ୍ୱାର ଉନ୍ନତି ନେଇ ଖର୍ଚ୍ଚ ହେବ ପାଞ୍ଚ କୋଟି ଟଙ୍କା।

Latest Posts

Don't Miss