spot_img

Latest Posts

ଭୀମକୁଣ୍ଡରେ ଗାଧୋଇବା ହେଲା କାଳ । ଖର ସ୍ରୋତରେ ପଡି ଯୁବକ ନିଖୋଜ । ଘଟଣା ଘଟିଛି କରଞ୍ଜିଆ ଭୀମକୁଣ୍ଡରେ । ଗତକାଲି ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବାବେଳେ ପାଣି ସ୍ରୋତରେ ପଡି ଟିକେ ଭାସି ଯିବା ପରେ ବୁଡି ଯାଇଥିଲେ । ପର୍ଯ୍ୟଟକଙ୍କ ପରିଚୟ ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନୀହିଁ ।

Latest Posts

Don't Miss