spot_img

Latest Posts

ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର ଭଙ୍ଗା ହେବ । ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ସେଠାରେ ପାର୍କ, ଜିମ୍, ମଲ୍ଟି ପାର୍କିଙ୍ଗ, ସୁଇମିଂପୁଲ ଓ ମର୍ଣ୍ଣିଂ ଓ୍ୱାକ୍ ଟ୍ରାକ୍ ରହିବ । ୨୪ ବିଧାୟକ ଏ ପର୍ଯ୍ୟନ୍ତ ଘର ଛାଡିଥିବା ବେଳେ ସମସ୍ତେ ଯଥାଶୀଘ୍ର ଘର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss