ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ ଘୋଷଣା । ୬୬ ଏକର ପରିବ୍ୟାପ୍ତ ଅଞ୍ଚଳ ପାଇଁ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ସହ ଏହାର ସୌନ୍ଦର୍ଯ୍ୟକରଣ ହେବ। ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ଦିଆଯିବ ୩୦ ହଜାର ଟଙ୍କା ।