spot_img

Latest Posts

ଭୁବନେଶ୍ୱର: ସ୍ଥଗିତ ରହିଲା ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବର ଦଖଲ ଉଛେଦ ପ୍ରକ୍ରିୟା । ଖୋର୍ଦ୍ଧା ଏଡିଏମ ଓ ବିଏମସି, ବିଡିଏ ଅଧିକାରୀଙ୍କ ସହ ବିକ୍ଷୋଭକାରୀଙ୍କ ଆଲୋଚନା । ଆସନ୍ତାକାଲି ବିଏମସି କାର୍ଯ୍ୟାଳୟରେ ବସିବ ବୈଠକ । ବୈଠକ ପରେ ଜବରଦଖଲ ଉଛେଦ ନେଇ ହେବ ନିଷ୍ପତ୍ତି ।

Latest Posts

Don't Miss