spot_img

Latest Posts

ମୟୂରଭଞ୍ଜ : ବିଶୋଇ ଅଞ୍ଚଳରେ ଅଭାବନୀୟ ଘଟଣା। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ମହିଳା ଗୁରୁତର ଆହତ। ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି । ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗାଁର ମାଇନୋ ହେମ୍ୱ୍ରମ୍।

Latest Posts

Don't Miss