ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ୬୫ଟି ନୂଆ କୋର୍ଟ… ମାମଲା ସଂଖ୍ୟା ବଢୁ ଥିବାରୁ ପଦକ୍ଷେପ… କରୋନା ସମୟରେ ବିଶେଷ ବାଧାପ୍ରାପ୍ତ ହୋଇଛି ବିଚାର ପ୍ରକ୍ରିୟା… ନୂଆ ସିଭିଲ ଜଜ୍ -ଜୁନିଅର ଡିଭିଜନ୍ ତଥା ଜେଏମ୍ଏଫ୍ସି କୋର୍ଟ ଖୋଲିବାକୁ ନିଷ୍ପତ୍ତି ।

Leave a Reply