ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ଜେଲ୍ରେ ବଡ଼ ଧରଣର ରେଡ୍ । ସମ୍ବଲପୁର ମଣ୍ଡଳ କାରାଗାରରେ ପୋଲିସର ଅଚାନକ ଚଢ଼ଉ । ସକାଳ ୫ ଟାରୁ ରେଡ୍ କରୁଛି ପୋଲିସ । ସମ୍ବଲପୁର SDPOଙ୍କ ନେତୃତ୍ୱରେ ଚାଲିଛି ରେଡ୍ । ବିଶେଷ ସୂଚନା ପାଇ ଜେଲ୍ ଭିତରେ ରେଡ୍ କରିଛି ପୋଲିସ । ଜେଲରେ କିଛି ଆପତ୍ତିଜନକ ସାମଗ୍ରୀ ଥିବା ସୂଚନା ପରେ ଚଢ଼ାଉ ।

