spot_img

Latest Posts

ସୁନ୍ଦରଗଡ଼: ବିରମିତ୍ରପୁର ଥାନା ଅନ୍ତର୍ଗତ କଚାରୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହକୁ ରାଉରକେଲା ସରକାରୀ ଚିକିତ୍ସାଳୟ ମର୍ଗ ହାଉସରେ ରଖାଯାଇଛି । ବିରମିତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Latest Posts

Don't Miss