ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…
ଭୁବନେଶ୍ୱର: ବାତ୍ୟା ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଗତକାଲି ରାତି ଗୋଟାଏ ସୁଦ୍ଧା ୧ ଲକ୍ଷ ୧୯ ହଜାର ୭୫ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲାର ୨୧୧ ଆଶ୍ରୟସ୍ଥଳୀକୁ ୨୩ହଜାର ୧୪୨ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ଭଦ୍ରକର ୩୬୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୨୬ ହଜାର ୧୭୪, କଟକର ୭୬ ବାତ୍ୟା ଆଶ୍ରୟସ୍ଥଳୀକୁ ୩ହଜାର ୯୩୮, ଗଜପତିର ୧୧ ଆଶ୍ରୟସ୍ଥଳୀକୁ ୧୪ଶହ ୯୫ ଜଣ … Continue reading ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…
Copy and paste this URL into your WordPress site to embed
Copy and paste this code into your site to embed