ବଡ଼ଧରଣର ଡକାୟତି: କଟକର ସମସ୍ତ ସୀମା ସିଲ୍ କଲା କମିଶନରେଟ୍ ପୋଲିସ
କଟକ: କଟକରେ ବଡ଼ଧରଣର ଡକାୟତି । ପୋଲିସଙ୍କୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ୱିପହରେ ଲୁଟିନେଲେ ୧୨ କୋଟି ଟଙ୍କାର ସୁନା । ଚୌଧୁରୀ ବଜାରର ନୟାସଡ଼କ ଅଞ୍ଚଳରେ ଥିବା ଘରୋଇ ସୁନା ଲୋନ୍ ପ୍ରଦାନକାରୀ ବ୍ୟାଙ୍କରେ ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୧୨କୋଟି ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଚୌଧୁରୀ ବଜାର ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରୁ କିଭଳି … Continue reading ବଡ଼ଧରଣର ଡକାୟତି: କଟକର ସମସ୍ତ ସୀମା ସିଲ୍ କଲା କମିଶନରେଟ୍ ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed