ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ
ଜଗତସିଂହପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକଡାଉନ୍ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାରେ ଲାଗୁ ହୋଇଛି କର୍ଫ୍ୟୁ କଟକଣା । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । #Breaking ଜଗତସିଂହପୁର: ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ … Continue reading ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ
Copy and paste this URL into your WordPress site to embed
Copy and paste this code into your site to embed