ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !
ନୂଆପଡା: କରୋନା ମାଡରେ ଦୁନିଆ ଠପ୍ । ଲୋକଙ୍କ ପାଖରେ କାମ ନାହିଁ । ମୁଠାଏ ଦାନା ପାଇଁ ହନ୍ତସନ୍ତ ହେଉଛନ୍ତି ଖଟିକିଆ,ନିରାଶ୍ରୟ । ଏମିତିରେ ସରକାର ସେମାନଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଉଛନ୍ତି । ମହଙ୍ଗା ବଜାରରେ ସେଇ ଟଙ୍କାର ମୂଲ୍ୟ କିଛି ନାହିଁ । କିନ୍ତୁ ବୁଡିଯାଉଥିବା ଲୋକ ପାଇଁ କୁଟାଖିଅ ଆଶ୍ରା ଭଳି ଅନେକ ଏହି ଟଙ୍କା ଉପରେ ନିର୍ଭରଶୀଳ । କିନ୍ତୁ ବ୍ୟାଙ୍କରୁ ଟଙ୍କା ନେବା ପାଇଁ ସେମାନଙ୍କୁ କରିବାକୁ ପଡୁଛି … Continue reading ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !
Copy and paste this URL into your WordPress site to embed
Copy and paste this code into your site to embed