ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ଗଞ୍ଜାମ: ରାଜ୍ୟରେ ସାଙ୍ଘାତିକ ରୂପ ନେଉଛି କରୋନା । ପ୍ରତି ଘଣ୍ଟାରେ ବଢ଼ିବାକୁ ଲାଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତାରେ ଏବେ ଘାଣ୍ଟି ହେଉଛି ପୁରା ରାଜ୍ୟ  । ପ୍ରଥମେ ପଶ୍ଚିବ ବଙ୍ଗ ଫେରନ୍ତା ଆଉ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇବାରେ ଲାଗିଛନ୍ତି । ଆଜି ସକାଳୁ ପୁଣିଥରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୪ … Continue reading ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌