ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

ବ୍ରହ୍ମପୁର: ହାଇୱେରେ ଇଣ୍ଟରସେପ୍ଟର । ଆପଣଙ୍କ ଗାଡ଼ି ଉପରେ ରଖିଛି ନଜର । କେତେ ସ୍ପିଡରେ ଯାଉଛନ୍ତି । ସିଟ୍ ବେଲ୍ଟ ବାନ୍ଧିଛନ୍ତି ତ ? ରଫ୍ ଓ ସ୍ପିଡ୍ ଡ୍ରାଇଭିଂ ସହ ମୋବାଇଲରେ ଗପି ଗାଡ଼ି ଚାଳନା । ଜାତୀୟ ରାଜପଥ ୧୬ରେ ଏସବୁ ଉପରେ ନଜର ରଖିଛି ପରିବହନ ବିଭାଗର ଇଣ୍ଟରସେପ୍ଟର । ଆଜିଠୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ୍ ପୁଣି ଥରେ ଲାଗୁପରେ କେବଳ ଗଞ୍ଜାମ ଜିଲ୍ଲାରେ ଇଣ୍ଟରସେପ୍ଟର ମାଧ୍ୟମରେ ଆଜି … Continue reading ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ