ମସଲା ବାଟିବାକୁ ଗୋଟିଏ ବାଇକରେ ଯାଉଥିଲେ ୩ ସାଙ୍ଗ, ତା’ପରେ…
ଅନୁଗୁଳ: ଅଧା ରହିଗଲା ବଣଭୋଜି । ମସଲା ବଟା ଡାକି ଆଣିଲା ମୃତ୍ୟୁ । ନିମିଷକରେ ଫିକା ପଡ଼ିଗଲା ସାଙ୍ଗସାଥୀଙ୍କ ସହ ମଉଜ । ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ବୁଧବାର ଅଜଣା ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ସାଙ୍ଗ ଆହତ ହୋଇଛନ୍ତି ।ମୃତକ ଚିତ୍ତରଞ୍ଜନ ସାହୁ, ବିକାଶ ସାହୁ । ଆହତ ସୁଜିତ୍ ପ୍ରଧାନଙ୍କୁ ମାଧପୁର ମେଡିକାଲରେ … Continue reading ମସଲା ବାଟିବାକୁ ଗୋଟିଏ ବାଇକରେ ଯାଉଥିଲେ ୩ ସାଙ୍ଗ, ତା’ପରେ…
Copy and paste this URL into your WordPress site to embed
Copy and paste this code into your site to embed