ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା କରୋନାଗ୍ରାଫ୍ । ଏବେ ବଲାଙ୍ଗୀରରୁ ଚିହ୍ନଟ ହେଲେ ଦୁଇ ନୂଆ ଅକ୍ରାନ୍ତ । ଦୁହେଁ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବାରୁ ସଂକ୍ରମଣର ଭୟ ନଥିବା କହିଛି ସ୍ଥାନୀୟ ପ୍ରଶାସନ । ତେବେ ନୂଆ ଆକ୍ରାନ୍ତଙ୍କୁ ମିସାଇ ଆଜି ଦିନକରେ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରର ୩୧, ଗଂଜାମର ୧୩, କଟକର ୬, କେନ୍ଦ୍ରାପଡ଼ାର … Continue reading ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
Copy and paste this URL into your WordPress site to embed
Copy and paste this code into your site to embed