କରୋନା କବଳରେ ପୁରା ଗଞ୍ଜାମ, ପୁଣି ୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ଗଞ୍ଜାମ । ଯାହା ଫଳରେ ଦିନକୁ ଦିନ କରୋନା ସଂଖ୍ୟାରେ ବଡ଼ ଧରଣରୁ ପରିବର୍ତ୍ତନ ହେଉଛି । ରାଜ୍ୟରେ ଆଜି ପୁଣି ୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ କେବଳ ୨୯ ଜଣ ସଂକ୍ରମିତ ରହିଛନ୍ତି । ଏହା ସହ ଗଞ୍ଜାମ କରୋନାର ତିନି ଅଙ୍କକୁ ଛୁଇଁଛି । ୧୧୮ ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯଦି ଆମେ ଦେଖିବା … Continue reading କରୋନା କବଳରେ ପୁରା ଗଞ୍ଜାମ, ପୁଣି ୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ