ମହାରାଷ୍ଟ୍ରର ଭିୱଣ୍ଡୀ ସହରରେ ଭୁଶୁଡ଼ିଲା ୩ ମହଲା କୋଠା, ୮ ମୃତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡୀ ସହରରେ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ିଗଲା ଏକ ତିନି ମହଲା କୋଠା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକ ୫ଜଣଙ୍କୁ ଉଦ୍ଧାର କରିଛନ୍ତି । ଏବେବି ୨୦ରୁ ୨୫ ଜଣ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଭିୱଣ୍ଡୀର ପଟେଲ୍ କମ୍ପାଉଣ୍ଡରେ ଘଟିଛି ଏହି … Continue reading ମହାରାଷ୍ଟ୍ରର ଭିୱଣ୍ଡୀ ସହରରେ ଭୁଶୁଡ଼ିଲା ୩ ମହଲା କୋଠା, ୮ ମୃତ
Copy and paste this URL into your WordPress site to embed
Copy and paste this code into your site to embed