spot_img

Latest Posts

ବତକ ଗାଡି ଦୁର୍ଘଟଣାଗ୍ରସ୍ତ ; ଚାଲିଗଲା ୩୦୦୦ରୁ ଅଧିକ ବତକଙ୍କ ଜୀବନ

ଭୁବନେଶ୍ବର : ଆଇଗିଣିଆ ଓଭରବ୍ରିଜରେ ବତକ ଗାଡି ଦୁର୍ଘଟଣାଗ୍ରସ୍ତ । ଚାଲିଗଲା ୩୦୦୦ରୁ ଅଧିକ ବତକଙ୍କ ଜୀବନ । ରାତି ପ୍ରାୟ ୩.୩୦ ସମୟରେ ଘଟିଲା ଦୁର୍ଘଟଣା । ତାମିଲନାଡୁରୁ ଝାଡ଼ଖଣ୍ଡ ଯାଉଥିଲା ବତକ ଗାଡି । ସମୁଦାୟ ୪୦୦୦ ବତକ ଗାଡ଼ିରେ ଥିବା ସୂଚନା ମିଳିଛି। ବ୍ରେକଫେଲ୍ ହେବା କାରଣରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଡ୍ରାଇଭର । କ୍ରେନ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକେ ମୃତ ବତକକୁ ବୋହି ନେଇ ଯାଉଥିବା ଦେଖାଯାଇଛି।

Latest Posts

Don't Miss