ଦିନ ୨ଟା ସୁଦ୍ଧା ମହାରାଷ୍ଟ୍ରରେ ୩୧.୫୪ ପ୍ରତିଶତ ମତଦାନ

1 min read

୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଠାରୁ ଆରମ୍ଭ କରି ଠାକରେ ପରିବାର ଓ ସଚ୍ଚିନ ତେନ୍ଦୁଲକରଙ୍କ ପରିବାର ଭୋଟ୍ ଦେଇଛନ୍ତି । ମୁମ୍ବାଇରେ ବହୁ ସେଲିବ୍ରିଟି ଭୋଟ୍ ଦେଇଛନ୍ତି ।

ଦିନ ୨ଟା ସୁଦ୍ଧା ମହାରାଷ୍ଟ୍ରରେ ୩୧.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ , ହରିୟାଣାରେ ୩୯.୫୮ ପ୍ରତିଶତ ମତଦାନ ହୋଇଛି ।

ସିନେଷ୍ଟାର ଶାହାରୁଖ୍ ଖାନ୍ ବାନ୍ଦ୍ରାରେ ମତଦାନ କରିଛନ୍ତି । ମହାରାଷ୍ଟ୍ରରେ ଗତଥର ଅପେକ୍ଷା ଏଥର ଭୋଟ୍ ଦାନ ହ୍ରାସ ହୋଇଛି । ମାତ୍ର ହରିୟାଣାରେ ଭୋଟ୍ ଦାନ ବେଶ୍ ଉତ୍ସାହ ଜନକ ରହିଛି । ')}

Leave a Reply