ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର: ନୂଆବର୍ଷରେ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଉପହାର । ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ମିଳିଛି ପଦୋନ୍ନତି । ୧୬ ଜଣ ଆଇପିଏସ୍‌ଙ୍କୁ ପଦୋନ୍ନତି ଦିଆଯାଇଛି । ୧୯୯୫ ବ୍ୟାଚର ୩ ଜଣ ଆଇପିଏସ୍‌ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ରାଧାକ୍ରିଷ୍ଣ ଶର୍ମା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସନ୍ତୋଷ ବାଲାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୨୦୦୨ ବ୍ୟାଚର ୨ ଜଣ ଆଇପିଏସ୍‌ ଅଫିସର ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।ଅମିତ୍ରେନ୍ଦ୍ର ନାଥ ସିହ୍ନା … Continue reading ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ପଦୋନ୍ନତି