ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…

ସୁନ୍ଦରଗଡ଼:ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଅଫିସସିଆଲ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତିି । ସମସ୍ତ ଆକ୍ରାନ୍ତ ମହରାଷ୍ଟ୍ରରୁ ଫେରନ୍ତା ଏବଂ ସମସ୍ତେ କ୍ଵରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ … Continue reading ସୁନ୍ଦରଗଡ଼ରୁ ୫ ନୂଆ କରୋନା ଆକ୍ରାନ୍ତ…