ଆକ୍ରମଣକାରୀଙ୍କ ପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ହୋଇଛି ରଥଯାତ୍ରା,କେବେ ଚକାନାସୀ ତ’ କେବେ ନଇରୀ

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସବୁବେଳେ ବାହ୍ୟ ଆକ୍ରମଣକାରୀଙ୍କ ଲକ୍ଷ୍ୟରେ ରହି ଆସିଛନ୍ତି । ଶ୍ରୀଜଗନ୍ନାଥ ଓଡ଼ିଶାର ଆତ୍ମା,ଓଡ଼ିଆଙ୍କ ପ୍ରାଣ । ତାଙ୍କୁ ଓ ତାଙ୍କ ମହିମାକୁ ଭୂଲୁଣ୍ଠିତ କଲେ ଓଡ଼ିଆ ଆତ୍ମସମର୍ପଣ କରିବେ । ଏହା ଭଲ ଭାବେ ଜାଣିଥିଲେ ଆଫାଗାନୀଙ୍କଠାରୁ ମୋଗଲ ଆକ୍ରାନ୍ତ । ତେଣୁ ସେମାନେ ସବୁବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ଓଡ଼ିଆ ଜାତିର ଅସ୍ମିତାକୁ ଧ୍ୱଂସ କରିବାକୁ ଚାହିଁଛନ୍ତି । ଯୁଦ୍ଧର ଘନଘଟା ଓ ପରାଜୟ ଭିତରେ ଓଡ଼ିଆ ଜାତି ନିଜ … Continue reading ଆକ୍ରମଣକାରୀଙ୍କ ପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ହୋଇଛି ରଥଯାତ୍ରା,କେବେ ଚକାନାସୀ ତ’ କେବେ ନଇରୀ