ବଜେଟ୍ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର: ଏଥର ରାଜ୍ୟ ବଜେଟ୍ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବ୍ୟୟବରାଦ ହୋଇଛି ୬୯୫ କୋଟି ଟଙ୍କା । ଅବଢ଼ା ଯୋଜନା ପାଇଁ ୩ ହଜାର ୨୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୦ କୋଟି, କଟକ ସହର ପାଇଁ ପ୍ରସ୍ତୁତ ହୋଇଛି ‘ଡିକନଜେସନ ପ୍ଲାନ’ । ମହାନଦୀ କୂଳର ୪୨୪ ଏକର ଜମି ବ୍ୟବହାର କରାଯିବ । ୬ ଲେନ୍ ବିଶିଷ୍ଟ … Continue reading ବଜେଟ୍ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ
Copy and paste this URL into your WordPress site to embed
Copy and paste this code into your site to embed