Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
July 6, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍

1 min read
September 29, 2022

ନୂଆଦିଲ୍ଲୀ: ଆପ୍ ଦୁରୁପଯୋଗ ସହିତ ଜଡ଼ିତ ହାୱାଲା କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଉ ଏକ ବଡ଼ ଧରଣର ପଦକ୍ଷେପ ନେଇଛି । ଏହି ପଦକ୍ଷେପ କ୍ରମରେ ଇଡ଼ି ଚୀନ୍ ନିୟନ୍ତ୍ରଣରେ ଥିବା ୯ କମ୍ପାନୀଙ୍କ ଆକାଉଣ୍ଟକୁ ଫିଜ୍ କରାଯାଇଛି । ଏହି ୯ ବ୍ୟାଙ୍କ ଖାତରେ ମୋଟ ୯ କୋଟି ୮୨ ଲକ୍ଷ ଟଙ୍କା ଜମା ଥିବା ଜଣା ପଡ଼ିଛି ।ହାୱାଲା ଯାଂଚ୍ ଅନ୍ତର୍ଗତରେ ଅନେକ କମ୍ପାନୀଙ୍କ ଦ୍ୱାରା ‘ଏଚ ପିଜେଡ୍’ ନାମକ ଆପ୍ ଆଧାରିତ ଟୋକେନ ଓ ଏହି ଭଳି ଅନ୍ୟ ଆପ୍ ଦୁରୁପଯୋଗ ସମ୍ବନ୍ଧିତ ମାମଲାରେ ଏହି ପଦକ୍ଷେପ ନିଆଯାଇଛି

କୋଲକତାରେ ବୁଧବାର ଇଡି଼ କରିଥିଲା କାର୍ଯ୍ୟାନୁଷ୍ଠାନ

ବୁଧବାର ଦିନ ଇଡି କୋଲକତା ସ୍ଥିତ ଏକ ମୋବାଇଲ ଗେମ୍ ଆପ୍ କମ୍ପାନୀର ପ୍ରବନ୍ଧକଙ୍କ  ବିରୋଧରେ ହାୱାଲା ମାମଲାର ଯାଂଚ୍ କ୍ରମରେ ୧୨.୮୩ କୋଟି ମୂଲ୍ୟର ବିଟ୍ କଏନ୍ ଜବତ କରିଥିଲା । କମ୍ପାନୀ ବିରୋଧରେ ଠକେଇର ଅଭିଯୋଗ ରହିଛି । ଇଡି ତରଫରୁ ଏକ ବକ୍ତବ୍ୟରେ କୁହାଯାଇଥିଲା ଯେ, ଭିନସ କ୍ରିପ୍ଟୋ ଏକ୍ସଚେଂଜରେ ଅମିର ଖାନ୍ ନାମକ ବ୍ୟକ୍ତି ପାଖରେ ୭୭.୬୨୭୨୦୨୩୯ ବିଟ୍ କଏନ ରହିଛି । ଭାରତୀୟ ମୁଦ୍ରାରେ ଯାହାର ମୁଲ୍ୟ ୧୨ କୋଟି ୮୩ ଲକ୍ଷ ଟଙ୍କା ଅଟେ । ଖାନ୍ ମୋବାଇଲ ଗେମ୍ ଆପ୍ ଇ-ନଗେଟସର ମାଲିକ । ଅମିର ଖାନକୁ ୟୁପିରୁ ଗିରଫ କରାଯାଇଥିଲା । ଖାନ୍ ଓ ତାଙ୍କ ପିତା ନସିର ଖାନଙ୍କ କୋଲକତା ସ୍ଥିତ ଅଫିସ ଉପରେ ଚଢାଉ ହୋଇଥିଲା । ଏହି ଚଢାଉରୁ ୧୭ କୋଟି ୩୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।

Tags: Bank Account Freeze China Company INDIA

Continue Reading

Previous ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତି : ଅବିବାହିତା ବି କରିପାରିବେ ଗର୍ଭପାତ
Next ବିବାହର ଚାରି ବର୍ଷ ପରେ ଅଲଗା ହେବେ ଦୀପିକା-ରଣବୀର? ଜାଣନ୍ତୁ କ’ଣ କହିଲେ ଅଭିନେତା

ଅଧିକ କାହାଣୀ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ କେନ୍ଦ୍ର ସ୍ଥଗିତ ରଖିବାକୁ ନେଇ ତେଜିଲା ବିବାଦ

July 5, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅବସରର ଦୁଇଦିନ ପରେ ପୁନଃ ନିଯୁକ୍ତି: ବିରୋଧୀରେ ଥିବା ବେଳେ ଗୋଟିଏ କଥା, ସରକାରକୁ ଆସି ବଦଳି ଗଲା ସ୍ବର

July 5, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା

July 5, 2025

Recent Posts

  • ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ କେନ୍ଦ୍ର ସ୍ଥଗିତ ରଖିବାକୁ ନେଇ ତେଜିଲା ବିବାଦ
  • ଅବସରର ଦୁଇଦିନ ପରେ ପୁନଃ ନିଯୁକ୍ତି: ବିରୋଧୀରେ ଥିବା ବେଳେ ଗୋଟିଏ କଥା, ସରକାରକୁ ଆସି ବଦଳି ଗଲା ସ୍ବର
  • ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା
  • ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶୁବମନଙ୍କ ଶତକ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ଜିନ୍ ପିଙ୍ଗ ନିଖୋଜ ! ଚୀନରେ ଅନ୍ତିମ ନିଶ୍ବାସ ନେଉଛି କି ସି’ଙ୍କ ଶାସନ ?
  • ଆରମ୍ଭ ହେଲା ରଥଟଣା: ବାହୁଡୁଛନ୍ତି ତିନି ଠାକୁର
  • ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି କହି ଉତ୍ତରାଧିକାରୀ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦଲାଇ ଲାମା
  • ପିଏନବି ଘୋଟାଲା: ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ଆମେରିକାରେ ଗିରଫ
  • ଇସ୍ରାଏଲୀ ଗୁପ୍ତଚର ନମିଳିବାରୁ ବଲୁଚ୍ ଲୋକଙ୍କ ଉପରେ ଆକ୍ରମଣ, ଜଣଙ୍କର ମୃତ୍ୟୁ, ୧୨ ଆହତ
  • ଶ୍ରାବଣ ମାସରେ କାହିଁକି ହୁଏ କାଉଡ଼ି ଯାତ୍ରା, କିଏ କରିଥିଲେ ଏହାର ଆରମ୍ଭ ?
  • ଶ୍ରୀନଅରକୁ ବାହୁଡିବେ ଦାରୁଦିଅଁ; ତିନି ରଥରେ ବିଜେ ହେଲେ ତିନି ଠାକୁର
  • ସୈଫଙ୍କ ହାତରୁ କେମିତି ଗଲା ୧୫ ହଜାର କୋଟିର ସମ୍ପତି ? ଜାଣନ୍ତୁ ..
  • ସାମାନ୍ୟ ଭୁଲ୍ ଯୋଗୁ ଯୁବକଙ୍କୁ ପିଟି ପିଟି ହତ୍ୟା ..
  • ଭୋପାଳରେ ସାପ ଭଳି ବ୍ରିଜ..ଭାଇରାଲ ହେଲା ଫଟାେ ..
  • ‘ଭାରତ ସୂଚନା ଦେଲେ ଆମେ ଗିରଫ କରିବୁ’ ଭୁଟ୍ଟୋଙ୍କ ବୟାନ ଶୁଣିଲେ ମୁଣ୍ଡ ପିଟିବେ ପାକିସ୍ତାନୀ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ କେନ୍ଦ୍ର ସ୍ଥଗିତ ରଖିବାକୁ ନେଇ ତେଜିଲା ବିବାଦ

July 5, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅବସରର ଦୁଇଦିନ ପରେ ପୁନଃ ନିଯୁକ୍ତି: ବିରୋଧୀରେ ଥିବା ବେଳେ ଗୋଟିଏ କଥା, ସରକାରକୁ ଆସି ବଦଳି ଗଲା ସ୍ବର

July 5, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା

July 5, 2025
1 min read
  • ଅନ୍ତର୍ଜାତୀୟ
  • ଖେଳ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶୁବମନଙ୍କ ଶତକ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ

July 5, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.