ଆଶ୍ୱସ୍ତି: ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଦିନକରେ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ରୁ ୫୭୨, ଲୋକାଲ କେସ୍ ୪୧୪ । ଖୋର୍ଦ୍ଧାରୁ ୧୧୨, କଟକରୁ ୮୧, ସୁନ୍ଦରଗଡ଼ରୁ ୮୦, ଅନୁଗୁଳରୁ ୬୪, ମୟୂରଭଞ୍ଜରୁ ୫୭, ଜଗତସିଂହପୁରରୁ ୫୪, କେନ୍ଦରୁଝରରୁ ୪୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ ୫ହଜାର ୯୮୬ଥିବା ବେଳେ ଆକ୍ଟିଭ କେସ୍ ୧୧୯୭୩, ସୁସ୍ଥ ହେଲେଣି ୨ଲକ୍ଷ ୯୨ହଜାର ୪୭୭ । … Continue reading ଆଶ୍ୱସ୍ତି: ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା
Copy and paste this URL into your WordPress site to embed
Copy and paste this code into your site to embed