spot_img

Latest Posts

ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ହରିପୁରରେ ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ନାଚୁଣୀ ପୋଲିସକୁ ମିଳିଲା ସଫଳତା। ଘଟଣା ଘଟିବାର ୧୨ ଘଣ୍ଟା ପରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ। ସଫାରୀ କମ୍ପାନୀର ସୁଟକେଶକୁ ଟାଙ୍ଗୀର ଏକ ମଲ୍ରୁ କିଣିଥିଲେ ଅଭିଯୁକ୍ତ।

ମୃତକ ହେଲେ ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତ ଲାଖପଡାର ୩୩ ବର୍ଷୀୟ ମନୋରଂଜନ ମହାପାତ୍ର। ସେ ଗାଁ ଛାଡି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ବରରେ ଭଡା ଘରେ ରହୁଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Latest Posts

Don't Miss