Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
October 17, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଖବର ସରବରାହ ସଂସ୍ଥା ANI ଆକାଉଣ୍ଟକୁ ଲକ୍ କଲା ଟ୍ୱିଟର
  • ଜାତୀୟ
  • ଟେକ୍ନୋଲଜି
  • ତାଜା ଖବର
  • ମୁଖ୍ୟ ଖବର

ଖବର ସରବରାହ ସଂସ୍ଥା ANI ଆକାଉଣ୍ଟକୁ ଲକ୍ କଲା ଟ୍ୱିଟର

April 29, 2023

ଭୁବନେଶ୍ୱର ବ୍ୟୁରୋ: ଭାରତରେ ସବୁଠୁ ବଡ଼ ଖବର ସରବରାହ ସଂସ୍ଥା ଏନଏନଆଇ ର ଆକାଉଣ୍ଟ ଟ୍ୱିଟରରେ ଆଉ ଦେଖିବାକୁ ମିଳୁନି । ପ୍ରତି ସେକଣ୍ଡରେ ଖବର ଅପଡେଟ କରୁଥିବା ଏନଏନଆଇର ଟ୍ୱିଟର ହ୍ୟାଣ୍ଡେଲକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଏଏନଆଇର ସମ୍ପାଦକ ସ୍ମିତା ପ୍ରକାଶ କହିଛନ୍ତି ଯେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମକୁ ଚଳାଇବା ପାଇଁ ନ୍ୟୁନତମ ଆୟୁ ମାନଦଣ୍ଡ ପୂରଣ ନକରିଥିବା କାରଣରୁ ଟ୍ୱିଟର ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ) ଆକାଉଣ୍ଟକୁ ବନ୍ଦ କରିଦେଇଛି ।

ନ୍ୟୁଜ ଏଜେନ୍ସିର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଆକାଉଣ୍ଟ ଉପଲବ୍ଧ ନାହିଁ ବୋଲି ମେସେଜ୍ ଦେଖାଯାଉଛି । ସ୍ମିତା ପ୍ରକାଶ ଟ୍ୱିଟରରୁ ଆସିଥିବା ମେଲର ସ୍କ୍ରିନସଟ୍ ସେୟାର କରି କହିଛନ୍ତି ଯେ, ଏଏନଆଇର ହ୍ୟାଣ୍ଡେଲ ଲକ୍ କରିଦିଆଯାଇଛି । ମେଲରେ ଲେଖାଯାଇଛି ଯେ, ଟ୍ୱିଟର ଆକାଉଣ୍ଟ ବନାଇବା ପାଇଁ ଆପଣଙ୍କ ବୟସ ଅତିକମରେ ୧୩ ବର୍ଷ ହେବା ଆବଶ୍ୟକ । ଟ୍ୱିଟର ନିର୍ଦ୍ଧାରିତ କରିଛି ଯେ ଆପଣ ଏହି ବୟସ ଆବଶ୍ୟକତାକୁ ପୂରଣ କରିନାହାନ୍ତି ସେଥିପାଇଁ ଆପଣଙ୍କ ଆକାଉଣ୍ଟ ଲକ୍ କରିଦିଆଯାଇଛି ଏବଂ ଟ୍ୱିଟରରୁ ହଟାଇ ଦିଆଯିବ ।

ସ୍ମିତା ପ୍ରକାଶ ଟ୍ୱିଟ କରିଛନ୍ତି, ”ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର । ଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି ଏବଂ ଏହି ମେଲ୍ ପଠାଇଛି- ୧୩ ବର୍ଷରୁ କମ୍ ବୟସ- ଆମର ଗୋଲ୍ଡ ଟିକ୍ ପୂର୍ବରୁ ପ୍ରତ୍ୟାହାର କରାଯାଇଥିଲା, ସେ ସ୍ଥାନରେ ବ୍ଲୁ ଟିକ୍ ଲଗାଯାଇଥିଲା ଏବଂ ଏବେ ଲକ୍ ଆଉଟ୍ ହୋଇଯାଇଛି ।”

Tags: ANI Account Lock Smita Prakash Twitter Account Lock

Post navigation

Previous ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟ ଉପରେ ଚାଷୀ ଓ ଗରିବଙ୍କ ରୋଜଗାର ନିର୍ଭରଶୀଳ: ମୁଖ୍ୟମନ୍ତ୍ରୀ
Next କୁସ୍ତିଯୋଦ୍ଧାଙ୍କୁ ଭେଟିଲେ କେଜରିୱାଲ, କହିଲେ ଭୁଲ୍ କାମ କରୁଥିବା ଲୋକଙ୍କୁ ମିଳୁ ଫାଶୀଦଣ୍ଡ

ଅଧିକ କାହାଣୀ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱାସ୍ଥ୍ୟ

ଫଳ କିମ୍ବା ପନିପରିବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଲାଭଦାୟକ ? 99% ଜାଣନାହାଁନ୍ତି ଏହାର ଉତ୍ତର ..

October 16, 2025
  • ଓଡ଼ିଶା
  • ତାଜା ଖବର
  • ଧର୍ମ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଧନତେରାସ ଦିନ ଅବଶ୍ୟ କିଣନ୍ତୁ ଏହି ୫ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

October 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ନୂଆପଡ଼ା ଉପନିର୍ବାଚନ : ଜଣେ ପ୍ରାର୍ଥୀ ମାତ୍ର ଭରିଛନ୍ତି ନାମାଙ୍କନ

October 16, 2025

Recent Posts

  • ଫଳ କିମ୍ବା ପନିପରିବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଲାଭଦାୟକ ? 99% ଜାଣନାହାଁନ୍ତି ଏହାର ଉତ୍ତର ..
  • ଧନତେରାସ ଦିନ ଅବଶ୍ୟ କିଣନ୍ତୁ ଏହି ୫ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ
  • ନୂଆପଡ଼ା ଉପନିର୍ବାଚନ : ଜଣେ ପ୍ରାର୍ଥୀ ମାତ୍ର ଭରିଛନ୍ତି ନାମାଙ୍କନ
  • ଓଆରଏସ ଲାଗି ନୂଆ ନିୟମ ; WHOର ଅନୁମୋଦନ ବିନା ଓଆରଏସ ଲେବଲକୁ କରାଯାଇପାରିବନି ବ୍ୟବହାର
  • ସରଗରମ ଗୁଜୁରାଟ ରାଜନୀତି : ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡି ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା
  • ବିହାରରେ ବିଜେପି ଯାଦବଙ୍କୁ ‘ସାଇଡ୍ ଲାଇନ୍’ କରୁଛି କି ?
  • ଭାରତ ଆମର ବଡ଼ ଶତ୍ରୁ କିନ୍ତୁ ଏହା କେବେ ଆମର ସହିଦମାନଙ୍କୁ ଅପମାନ କରିନାହିଁ
  • ମହାଗଠବନ୍ଧନରେ ଅଚଳାବସ୍ଥା ; ହୋଇପାରୁନି ଆସନ ବୁଝାମଣା
  • ବିହାର ବିଧାନସଭା ନିର୍ବାଚନରେ ଜଟିଳ ହେବ ଜାତି ଗଣିତ
  • ୩ ପ୍ରତିଶତ ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
  • ବିହାର ନିର୍ବାଚନ ଲାଗି ଜେଡିୟୁ ଘୋଷଣା କଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
  • ମୁଁ ସବୁବେଳେ ଆପଣଙ୍କ ସହ ଅଛି ଓ ରହିବି, ଶେଷ ସମୟ ଯାଏ ଓଡ଼ିଶା ମାଆର ସେବା ଜାରି ରଖିବି : ନବୀନ
  • ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ ; ଭାରତୀୟ ଖାଉଟୀଙ୍କ ସ୍ୱାର୍ଥ ସୁରକ୍ଷା ଭାରତର ପ୍ରଥମ ପ୍ରାଥମିକତା
  • ଦୁର୍ବଳ ମୋଦୀ ଟ୍ରମ୍ପକୁ ଡରୁଛନ୍ତି ; ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା
  • ମହାନଦୀ ଓଭରବ୍ରିଜ ଉପରୁ ଖସିପଡ଼ିଲେ ଯୁବକ ; ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ
Tweets by NandighoshaTV

ନଜର ପକାନ୍ତୁ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱାସ୍ଥ୍ୟ

ଫଳ କିମ୍ବା ପନିପରିବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଲାଭଦାୟକ ? 99% ଜାଣନାହାଁନ୍ତି ଏହାର ଉତ୍ତର ..

October 16, 2025
  • ଓଡ଼ିଶା
  • ତାଜା ଖବର
  • ଧର୍ମ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଧନତେରାସ ଦିନ ଅବଶ୍ୟ କିଣନ୍ତୁ ଏହି ୫ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

October 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ନୂଆପଡ଼ା ଉପନିର୍ବାଚନ : ଜଣେ ପ୍ରାର୍ଥୀ ମାତ୍ର ଭରିଛନ୍ତି ନାମାଙ୍କନ

October 16, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ

ଓଆରଏସ ଲାଗି ନୂଆ ନିୟମ ; WHOର ଅନୁମୋଦନ ବିନା ଓଆରଏସ ଲେବଲକୁ କରାଯାଇପାରିବନି ବ୍ୟବହାର

October 16, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.