Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 17, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଆଶ୍ଚର୍ଯ୍ୟ ଗ୍ରାହକ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଆଶ୍ଚର୍ଯ୍ୟ ଗ୍ରାହକ

September 8, 2023

ଯାଜପୁର: କାଲି ପଟ୍ଟାମୁଣ୍ଡାଇ ଆଜି ଯାଜପୁର। ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସୁଛି ଟଙ୍କା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆସୁଛି ଟଙ୍କା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା, ବାଲିସାହି, ବାଲିଚନ୍ଦ୍ରପୁର ଗାଁର ୫୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା। କେଉଁ ବାବଦକୁ ଏ ଟଙ୍କା ଆସିଛି ଜଣାପଡ଼ି ନଥିବାବେଳେ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଲାଗିଛି ଲୋକଙ୍କ ଭିଡ଼।

କାହାର ୨୦ ହଜାର ତ ଆଉ କାହାର ୫୦ ହଜାର। ଅନେକ ଲୋକଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଆସିଥିବା ଜାଣି ଖୁସି ହୋଇଯାଇଛନ୍ତି ଲୋକ। ଏନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି, ଗତକାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ଟଙ୍କା ଉଠାଇନେଉଛନ୍ତି । ତେବେ କେଉଁଠୁ ଟଙ୍କା ଆସିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଟଙ୍କା କେଉଁଠୁ ଆସିଛି ତାହାର ତଦନ୍ତ ଜାରି ରହିଛି।

 

Tags: Account Customer JAJPUR Kendrapara

Continue Reading

Previous ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ 
Next ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଅଧିକ କାହାଣୀ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

 ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

June 17, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର

June 17, 2025
1 min read
  • ଜୀବନଚର୍ଯ୍ୟା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଯୋଗ କଲେ କେଶ ଝଡ଼ିବା କମ୍ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ…

June 17, 2025

Recent Posts

  •  ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ
  • ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର
  • ଯୋଗ କଲେ କେଶ ଝଡ଼ିବା କମ୍ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ…
  • ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା
  • ଅଣାୟତ୍ତ ଡାଇରିଆ ,ଅବ୍ୟବସ୍ଥାକୁ ନେଇ ବଢୁଛି ଅସନ୍ତୋଷ
  • ରଥଯାତ୍ରାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ
  • Rule Change: ଆପଣଙ୍କ ପାଖରେ ଅଛି କି SBI Credit Card? ବଦଳିବାକୁ ଯାଉଛି ଏହି ନିୟମ…
  • ରାଜ୍ୟରେ ଏବେ ମାଡ଼ିଛି ବାଡ଼ି ବୁଢିର ଭୟ,୯ଟି ଜିଲ୍ଲାରେ କାୟା ମେଲାଇଛି ଝାଡ଼ାବାନ୍ତି
  • ଫେରାର ଅପରାଧୀ ସାବଧାନ : ହାଜର ହୁଅ, ନହେଲେ ନିଲାମ ହେବ ସମ୍ପତ୍ତି
  • ଗଣଦୁଷ୍କର୍ମ ଘଟଣା : ବନ୍ଧାହେଲେ ସମସ୍ତ ୧୦ ଅଭିଯୁକ୍ତ,ଗିରଫଙ୍କ ମଧ୍ୟରେ ୪ ନାବାଳକ
  • ଅଧିନାୟକ ହେବା ପାଇଁ ପ୍ରଥମେ ବୁମ୍ରାଙ୍କୁ ଅଫର ଦେଇଥିଲା BCCI, ତେବେ ପରବର୍ତ୍ତୀ ସମୟରେ କ’ଣ ସବୁ ଘଟିଥିଲା….
  • ବିଗିଡ଼ି ଗଲାଣି ସ୍ବାସ୍ଥ୍ୟସେବା : ଉପାନ୍ତ ଜିଲ୍ଲା ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ
  • ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କେଉଁ ଖେଳାଳିମାନଙ୍କୁ ମିଳିବ ସ୍ଥାନ?
  • ରେଳ ବିଭାଗରେ ନିଯୁକ୍ତି ସୁଯୋଗ: ୬୧୮୦ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
  • ବିପଦ ପାଲଟିଛି ସୋଲାର ଫେନ୍ୟି : କରେଣ୍ଟ ଲାଗି ୧୫ ଦିନ ମଧ୍ୟରେ ଗଲାଣି ଗୋଟିଏ ହାତୀ ସହ ୨ ଲୋକଙ୍କ ଜୀବନ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

 ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

June 17, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର

June 17, 2025
1 min read
  • ଜୀବନଚର୍ଯ୍ୟା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଯୋଗ କଲେ କେଶ ଝଡ଼ିବା କମ୍ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ…

June 17, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା

June 17, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.