spot_img

Latest Posts

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଠାରେ ଟାୟାର ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଟାୟାର । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ।

Latest Posts

Don't Miss