spot_img

Latest Posts

ଆଇଟି ହବ୍ ହେବ ରାଉରକେଲା, ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯିବ ୨୫୦ କୋଟି

ଭୁବନେଶ୍ବର: ସ୍ପୋର୍ଟସ ହବ ପରେ ଆଇଟି ହବ୍ ହେବ ରାଉରକେଲା ବେଙ୍ଗାଳୁରୁ ପରେ ପ୍ରମୁଖ ଆଇଟି ହବ୍ ପାଲଟିବ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯିବ ୨୫୦ କୋଟି ଟଙ୍କା ରାଉରକେଲା ସହରର ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହେଵ ୧୧ ମହଲାର ଆଇଟି ଟାଓ୍ବାର ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିବା ସହ ଇଡକୋ ଜରିଆରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓଡ଼ିଶାର ଉଚ୍ଚ ଶିକ୍ଷିତ ଟେକ୍ନିକାଲ ଛାତ୍ରଛାତ୍ରୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଜିଲ୍ଲାବାସୀ

ଆଇଟି ଟାୱାର ନିର୍ମାଣ ହେଵାପରେ ଜାତୀୟ ଆନ୍ତର୍ଜାତୀୟ ପ୍ରତିଷ୍ଠିତ କମ୍ପାନୀ ଜରିଆରେ ନିଯୁକ୍ତ ପାଇବେ ଛାତ୍ରଛାତ୍ରୀ ପୂର୍ବରୁ ରାଜ୍ୟ ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ ମିଳିବ ସୁଯୋଗ। ଓଡିଶା କ୍ରୀଡା ହବ୍ ପରେ ଆଇଟି ହବ୍ ହେଵାକୁ ଯାଉଥିବାରୁ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି

ରାଉରକେଲାରେ ଆଇଟି ଟାୱାର ନିର୍ମାଣର ଆବଶ୍ୟକ ପୂର୍ଣ୍ଣାଙ୍ଗ ବିବରଣୀ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଇନ୍ଦୋରର ଏକ କସନଲଟାନ୍ସି କମ୍ପାନୀକୁ ନିୟୋଜିତ କରାଯାଇଛି

Latest Posts

Don't Miss