spot_img

Latest Posts

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟିଲେ ଛାତ୍ର ବିଜେଡି ନେତା

ଭୁବନେଶ୍ବର: ନବୀନ ନିବାସରେ ଛାତ୍ର ବିଜେଡି କର୍ମକାତ୍ତା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି ଛାତ୍ର ବିଜେଡି ନେତା। ଉପସ୍ଥିତ ଅଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଗତକାଲି ଛାତ୍ର ବିଜେଡି ପକ୍ଷରୁ ଶଙ୍ଖ ଭବନରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ସ୍ଥିର ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଦଳୀୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଏହାସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଆଲୋଚନା ହେଉଛି। ନିର୍ବାଚନରେ ବିଜୟ ସାଙ୍ଗକୁ ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗୁରୁମନ୍ତ୍ର ନେଉଛନ୍ତି ଛାତ୍ର ବିଜେଡି ନେତା।

Latest Posts

Don't Miss