spot_img

Latest Posts

ଭୁବନେଶ୍ୱର : ଜଳସାଥୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀର ୮ଟି ଓ୍ୱାର୍ଡରେ ଆରମ୍ଭ ହେଲା ୨୪ ଘଣ୍ଟିଆ ପାଇପ୍ ପାଣି ବ୍ୟବସ୍ଥା । ସହରାଞ୍ଚଳ ଉନ୍ନତି କ୍ଷେତ୍ରରେ ସହାୟକ ହେବେ ମିଶନ ଶକ୍ତିର ମହିଳା। ଜଳସାଥୀ ମହିଳା ମହାସଂଘ ସହ watcoର ୮ଟି ଚୁକ୍ତିନାମା ସ୍ୱାକ୍ଷରିତ।

Latest Posts

Don't Miss